STORYMIRROR

କୁଆଁର ପୁନେଇ ଆସିଲେ ତୁ ମନେ ପଡୁ ବୋଉ ଯଦିଓ ଆଗ ପରି ଏ ପୁନେଇଁ ହୁଏ ନାହିଁ ଭାଲୁ ତାରା ସରଗର ଚାନ୍ଦ ମନେ ମନେ ହୁରୁଦ୍ ତତେ ଝୁରୁଛେ ସମୂଦର୍ ଅନ୍ଧାର୍ ସାଗର ଗଜରା ମନେ ତୁମେ ମଳୟ ଘଡି ଦୀଘଡ଼ି

Oriya ତୁ ଖୁବ୍ ମନେ ପଡୁ Poems